ଦେଶରେ ଓଡ଼ିଶା ଏକ ମାତ୍ର ରାଜ୍ୟ ଯେଉଁଠି କାଳିଆ ଯୋଜନା ମାଧ୍ୟମରେ ଚାଷୀଙ୍କ ଆୟକୁ ଦୁଇଗୁଣିତ କରିବା ସହିତ ରାଜ୍ୟର ଅଥନୈତିକ ବିକାଶ କ୍ଷେତ୍ରରେ ସାକାରତ୍ମକ ପରିସ୍ଥିତି ସୃଷ୍ଟି କରିବା ସମ୍ଭବପର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ବାରା ଆରମ୍ଭ କରାଯାଇଥିବା ଏହି ଯୋଜନା ସମାଲୋଚକ ମାନଙ୍କୁ ଚୁପ କରାଇ ଦେଇ ପାରିଛି।