Published : ଟାଇମ୍ସ ଅଫ ଇଣ୍ଡିଆ
21-Sep-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଚନ୍ତି, ଓଡିଶାରେ ବ୍ୟବସାୟକ ବାତାବରଣ ସୃଷ୍ଟି କରିବା ପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟର ପ୍ରସ୍ତାବ ଅନୁୟାୟୀ ସମସ୍ତ ସଂସ୍କାର କାର୍ଯ୍ୟକ୍ରମ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଶେଷ କର।