Published : ବିଜ୍ନେସ୍ ଷ୍ଟାଣ୍ଡାର୍ଡ
24-Jan-2019
ଦେଶର ବିଭିନ୍ନ ରାଜନୈତିକ ଦଳ ଗୁଡିକର ହାଇଟେକ୍ ନିର୍ବାଚନ ପ୍ରଚାର ଭଳି, ଓଡ଼ିଶାରେ ବିଜେଡି ହାଇଟେକ୍ ନିର୍ବାଚନ ପ୍ରଚାର କରିବ ବୋଲି ନିଷ୍ପତ୍ତି କରିଛି। ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ଜନସମର୍ଥନ ପାଇଁ ଦଳର ପାର୍ଥୀ ମାନେ ହାଇଟେକ୍ ନିର୍ବାଚନ ପ୍ରଚାରକୁ ଆପଣାଇବେ।