ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଏବଂ ଶିଶୁ ବିକାଶ ବିଭାଗର ‘ସୋପାନ’ କାର୍ଯ୍ୟକ୍ରମ ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ 6 ବର୍ଷରୁ କମ୍ ଶିଶୁ, ଓ ମହିଳାଙ୍କର ପୋଷଣ ସୁନିଶ୍ଚିତ୍ତ କରାଯିବ।