ମୋ ସରକାରରେ ସାମିଲ ହେଲା 'ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ'

ଉପରେ ପ୍ରକାଶିତ :     12-Feb-2020  

ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 'ମୋ ସରକାର' କାର୍ଯ୍ୟକ୍ରମରେ ସାମିଲ ହୋଇଛି 'ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ'। ରାଜ୍ୟର ସମସ୍ତ ବ୍ଲକ ଓ ଡିଆରଡିଏ 'ମୋ ସରକାର' ଅଧୀନକୁ ଆସିବା ଦ୍ୱାରା ରାଜ୍ୟର ପାଖାପାଖି ୮୩% ଲୋକ ଉପକୃତ ହେବେ।

Other Announcements