ରାଜ୍ୟର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ନବୀନଙ୍କ ନିର୍ଦ୍ଦେଶ

ଉପରେ ପ୍ରକାଶିତ :     29-Jan-2020  

ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ବିଦ୍ୟାଳୟରେ ୧ମ ଶ୍ରେଣୀରୁ ଇଙ୍ଗ୍ଲିସ ମିଡିୟମ ସେକ୍ସନ ସହ ଭିତ୍ତିଭୂମି ବିକାଶ ପାଇଁ ପ୍ରତି ବିଦ୍ୟାଳୟକୁ ୨୫ ଲକ୍ଷ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Other Announcements