ପଛୁଆ ବର୍ଗ କମିଶନ ଗଠନ କଲେ ରାଜ୍ୟ ସରକାର

ଉପରେ ପ୍ରକାଶିତ :     11-Feb-2020  

ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିସନ ଗଠନ କରିଛନ୍ତି । ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁନାଥ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଏହି କମିସନ ଗଠିତ ହୋଇଛି । ପ୍ରଫେସର ଡ. ନବନୀତା ରଥ, ପ୍ରଫେସର୍ ଡକ୍ଟର ମିତାଲି ଚିନ୍ନାରା ଏବଂ ଡ. ପ୍ରସନ୍ନ କୁମାର ପାତ୍ର ଏହାର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ।

Other Announcements