23 ଧାର୍ମିକ ଅନୁଷ୍ଠାନ ପାଇଁ ନବୀନ ମଞ୍ଜୁର କଲେ 23 କୋଟି ଟଙ୍କା

ଉପରେ ପ୍ରକାଶିତ :     28-Feb-2020  

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ 23 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଚିହ୍ନଟ ହୋଇଥିବା ଧାର୍ମିକ ଅନୁଷ୍ଠାନ ଗୁଡିକ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ପ୍ରତ୍ୟେକ 1 କୋଟି ଟଙ୍କା ସହାୟତା ପାଇବେ ।

Other Announcements