ମହାନଦୀ ମିଶନରେ ଆଉ ୪ ନଦୀ ସାମିଲ

ଉପରେ ପ୍ରକାଶିତ :     18-Feb-2020  

ମହାନଦୀ ମିଶନରେ ଆଉ ୪ ନଦୀକୁ ସାମିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନଦୀ ଗୁଡିକ ହେଉଛି ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା,ବଂଶଧାରା।

Other Announcements