ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜୁ ଜନତା ଦଳର ସାଂଗଠନିକ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ସେ ଦଳର ସାଂଗଠନିକ କାର୍ଯ୍ୟ ଦାୟିତ୍ଵରେ ରହିବେ।