Press Images

  ପ୍ରକାଶିତ :   03-Jul-2019

ନିଷ୍ଠାର ସହ ଲୋକଙ୍କ ସେବା ପାଇଁ ନବ ନିର୍ବାଚିତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଲୋକଙ୍କ ପାଖରେ ଉତ୍ତମ ସେବା ପହଞ୍ଚାଇବା ପାଇଁ କାର୍ଯ୍ୟଶୈଳୀ ସମ୍ପର୍କରେ ନବ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ଠାରୁ ଦୂରେଇ ରହି ସରଳ ଓ ନମ୍ର ହେବା ସହ ରାଜନୀତିରୁ ଉର୍ଦ୍ଧ୍ଵକୁ ଯାଇ ଏକ ଉତ୍ତରଦାୟୀ ଜନପ୍ରତିନିଧିର ଦାୟିତ୍ଵ ତୁଲାଇବାକୁ ନବ ନିର୍ବାଚିତ ବିଧାୟକଙ୍କୁ ପରାମର୍ଶ  ଦେଇଛନ୍ତି। 

Other Press Release