Odisha promulgated State Film Policy

  Published On :   26-Feb-2019

ଓଡ଼ିଶା ରାଜ୍ୟ ଚଳଚିତ୍ର ନୀତି ପ୍ରଣୟନ କଲା

ଓଡ଼ିଆ ଚଳଚିତ୍ର ଶିଳ୍ପକୁ ଓ ପ୍ରତିଷ୍ଠାନକୁ ପ୍ରୋତ୍ସାହନ ଦେବା, ବିଶେଷକରି ଚଳଚିତ୍ର ସୁଟିଂ ପାଇଁ ରାଜ୍ୟସରକାର ଓଡ଼ିଶା ଚଳଚିତ୍ର ନୀତି-୨୦୧୯ ପ୍ରଣୟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନୀତିକୁ ସ୍ବୀକୃତି ପ୍ରଦାନ କରାଯାଇଛି।

Other Press Release