ପ୍ରକାଶିତ : 05-Jan-2019
ବିଜୁ କୃଷକ ଜନତା ଦଳର ୫୦୦୦ରରୁ ଉର୍ଦ୍ଧ୍ବ ସଦସ୍ୟ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଧାନର ସର୍ବନିମ୍ନ ସହାୟକ ମୂଲ୍ର୍ୟ କୁଇଁଣ୍ଟାଲ ପ୍ରତି ୨୯୩୦ ଟଙ୍କା ଦାବି କରି ଦିଲ୍ଲୀ ଯାତ୍ରା