* ବାଧ୍ୟତାମୂଳକ କ୍ଷେତ୍ରଗୁଡିକ ସୂଚାଏ
କେବଳ ପିଡିଏଫ ଫାଇଲଗୁଡ଼ିକୁ ଅପଲୋଡ୍ କରନ୍ତୁ|
କେବଳ ପିଡିଏଫ ଫାଇଲଗୁଡ଼ିକୁ ଅପଲୋଡ୍ କରନ୍ତୁ|
Maximum 500 characters

ଆପଣ କାହିଁକି ବିଜେଡିକୁ ଦାନ କରିବେ

ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିଃସ୍ୱାର୍ଥପର ଓ ଉତ୍ସର୍ଗୀକୃତ କାର୍ଯ୍ୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ବାବୁ ରାଜ୍ୟର ପ୍ରଗତି ଧାରାକୁ ଯେଉଁଠି ଛାଡିଯାଇଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ପ୍ରଗତିର ଧାରାକୁ ଚଳାଇ ରଖିଛନ୍ତି । ରାଜ୍ୟର ବିକାଶ ପାଇଁ ବିଜୁବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ସେହି ସ୍ୱପ୍ନ କୁ ସାକାର କରିବା ପାଇଁ ନବୀନ ବାବୁ ସଂକଳ୍ପବଦ୍ଧ ଉଦ୍ୟମ ଚଳାଇ ରଖିଥିବାରୁ ତାଙ୍କର ଲୋକ ପି୍ରୟତା ଶୀର୍ଷରେ ପହଞ୍ଚିଛି ।ଏହି ଲୋକପ୍ରିୟତା ନିର୍ବାଚନର ଫଳାଫଳରୁ ବେଶ୍ ପ୍ରମାଣିତ ହୋଇସାରିଛି ।

ଉନ୍ନତ ଓଡିଶା , ଉନ୍ନତ ଭାରତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସଂକଳ୍ପବଦ୍ଧ ଉଦ୍ୟମ ଫଳରେ ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଓଡିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି । ଆପଣ ମାନଙ୍କର ସମର୍ଥନ ଆଗକୁ ମିଳିଲେ ରାଜ୍ୟରେ ଆହୁରି ଆଗକୁ ଭଲକାମ ହେଇ ପାରିବ ।

ଦୁର୍ନୀତି ବିରୋଧରେ ଦୃଢ ସଂକଳ୍ପ

ରାଜ୍ୟବାସୀ ଙ୍କୁ ଦୁର୍ନୀତି ମୁକ୍ତ ଓ ସ୍ୱଚ୍ଛ ଶାସନ ପ୍ରଦାନ କରିବା ବିଜେଡି ମୁଖ୍ୟଙ୍କ ମୂଳ ଲକ୍ଷ୍ୟ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ମଳ ଭାବମୂର୍ତ୍ତୀ ପାଇଁ କ୍ରମାଗତ ଭାବେ ସେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାର ସୈଭାଗ୍ୟ ଅର୍ଜ୍ଜନ କରି ପାରିଛନ୍ତି ।

ଭଲକାର୍ଯ୍ୟ ଓ ପ୍ରସଂଶା

ବିଗତ ୧୬ ବର୍ଷ ମଧ୍ୟରେ ରାଜ୍ୟର ସବୁ କ୍ଷେତ୍ରରେ ଅର୍ଥନୈତିକ ପ୍ରଗତି ସାଧିତ ହୋଇ ପାରିଛି । ଫାଇଲିନ୍ ବାତ୍ୟା ସମୟରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଜାତିସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସମ୍ମାନୀତ କରିଥିଲେ ।

ଲକ୍ଷ୍ୟ ଓ ଉଦେ୍ଦଶ୍ୟ

ଓଡିଶାକୁ ବିକାଶ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ପହଞ୍ଚାଇବା ସହିତ ସୁଶାସନ ପ୍ରଦାନ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଭବିଷ୍ୟତର ଲକ୍ଷ୍ୟ:

  • ଜୀବନଧାରଣ ପାଇଁ ସମସ୍ତଙ୍କୁ୍ ନିଯୁକ୍ତି
  • ମହିଳା ସଶକ୍ତି କରଣ ଓ ଆତ୍ମ ନିର୍ଭର ଶୀଳ କରିବା
  • ଦୁର୍ନୀତି ମୁକ୍ତ ସମାଜ ଗଠନ