Press Images

  ପ୍ରକାଶିତ :   14-May-2017

ମୁଖ୍ୟମନ୍ତ୍ରୀଙ୍କ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପରାମର୍ଶ, ଦୃର୍ବଳ ଶ୍ରେଣୀଙ୍କୁ ସହାୟତା ପ୍ରଦାନ କର

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ପଞ୍ଚାୟତ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ନିଜ ନିଜ ଅଞ୍ଚଳରେଥିବା ଦୃର୍ବଳ ଶ୍ରେଣା ଲୋକଙ୍କ ସେବାକର । ମୁଖ୍ୟମନ୍ତ୍ରୀ ରାୟଗଢା ଓ ନୂଆପଡା ଜିଲ୍ଲାର ସମୀକ୍ଷା କରୁଥିବା ବେଳେ ଏହିକଥା କହିଥିଲେ।

Other Press Release