Press Images

  ପ୍ରକାଶିତ :   22-Jan-2019

ରାଜ୍ୟର ସମସ୍ତ ବ୍ଲକରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ଲୋକପ୍ରିୟ “ଆମ ଗାଁ ଆମ ବିକାଶ” କାର୍ଯ୍ୟକ୍ରମ ରାଜ୍ୟର ୩୧୪ ବ୍ଲକର ସମସ୍ତ ୬୭୯୮ ଟି ପଞ୍ଚାୟତରେ ପହଞ୍ଚି ପାରିଛି। ଏହି କାର୍ଯ୍ୟକ୍ରମ ଗତବର୍ଷ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୬୨୮୫୭ଟି ପ୍ରକଳ୍ପ ପାଇଁ ମୋଟ ୧୫୫୪.୪୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

Other Press Release