Published : ଦି ଟାଇମ୍ସ ଅଫ ଇଣ୍ଡିଆ
/27-Dec-2016
ରାଜ୍ୟ ସରକାର ମେଡିକାଲ ସର୍ଭିସସେସ କ୍ୟାଡରରୁ ଆଉ ଏକ ସ୍ବତନ୍ତ୍ର ଶାସନ ସଚିବ ପଦ ପାଇଁ ସ୍ବଷ୍ଟି କରିଛନ୍ତି। ମେଡିକାଲ ପ୍ରଫେସନାଲଙ୍କ ମଧ୍ୟରୁ ଗୋଟିଏ ମାତ୍ର ସ୍ବତନ୍ତ୍ର ସଚିବ ପଦବୀ ଥିଲା। ମୁଖ୍ୟମନ୍ତ୍ରୀ ଶ୍ରା ନବୀନ ପଟ୍ଟନାୟକ ମେଡିକାଲ ସର୍ଭିସେସ ବୋର୍ଡ ପୂନଃ ବିନ୍ୟାସ କରିଛନ୍ତି। ରାଜ୍ୟରେ ମେଡିକାଲ କଲେଜ ସଖ୍ୟା ବୃଦ୍ଧି ପାଉଥିବାରୁ ମେଡିକାଲ ଶିକ୍ଷାପାଇଁ ଆଉଜଣେ ଅତିରିକ୍ତ ଶାସନ ସଚିବଙ୍କ ଆବଶ୍ୟକତା ରହିଥିଲା