Published : ଓଡ଼ିଶା ବାଇଟ୍ସ
/26-May-2019
ଦଳର ନବ ନିର୍ବାଚିତ ବିଧାୟକ ମାନେ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧାୟକ ଦଳର ଭାବେ ନିର୍ବାଚିତ କରିଛନ୍ତି। ନେତା ନିର୍ବାଚନ ପାଇଁ ବିଧାୟକ ଦଳର ବୈଠକ ପାର୍ଟିର ରାଜ୍ୟ କାର୍ଯ୍ୟାଳୟଠାରେ ବସିଥିଲା। ନେତା ନିର୍ବାଚନ ପରେ ଶ୍ରୀ ପଟ୍ଟନାୟକ ରାଜ୍ୟପାଳ ଡ. ଗଣେଶୀ ଲାଲଙ୍କୁ ସାକ୍ଷାତ କରି ତାଙ୍କ ନେତୃତ୍ବରେ ସରକାର ଗଠନ ପାଇଁ ଦାବୀ ଜଣାଇଛନ୍ତି।