Published : ଓଡିଶା ସନ୍ ଟାଇମ୍ସ
/21-Aug-2017
ଆଉଟଲୁକ୍ ଇଣ୍ଡିଆର ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ବର ବିମାନ ବନ୍ଦରଠାରେ ରାଜ୍ୟର ଜନସାଧାରଣଙ୍କ ପକ୍ଷରୁ ଉତ୍ସସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ରାଜ୍ୟବାସୀଙ୍କ ଉଦେଶ୍ୟରେ ଏହି ସମ୍ମାନକୁ ଉତ୍ସର୍ଗ କରିଛନ୍ତି।