Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/27-May-2019
ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକ ମାନଙ୍କୁ କହିଛନ୍ତି, ”ସରଳ ଜୀବନ ଯାପନ କର ଏବଂ ଲୋକଙ୍କ ନିକଟତ୍ତର ହୁଅ। ତୁମେ ସରଳ ହେଲେ ଲୋକେ ତୁମର ନିକଟତ୍ତର ହେବେ। ଯେତେ ବେଳେ ଜନସାଧାରଣ ଏବଂ ସେମାନଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେବ ସେତେବେଳେ ରାଜନୀତି ଆଉ ଜଟିଳ ହୋଇ ରହିବନାହିଁ।”