Published : ଓରିଶାପୋଷ୍ଟ
/25-Apr-2019
ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କର ବିଦା କରିବା ପାଇଁ ଆହ୍ବାନ ଦେବା ପ୍ରତିଉତ୍ତରରେ, ସଭାପତି ଶ୍ରୀ ପଟ୍ଟନାୟକ ବୁଧବାର ଦିନ କହିଛନ୍ତି, ସରକାର ଗଠନ କରିବା ପାଇଁ ଦଳ ପୂର୍ଣ୍ଣ ସଖ୍ୟାଗରିଷ୍ଠତା ଲାଭ କରିସାରିଲାଣି। ତେଣୁ ମନ୍ତ୍ରୀମଣ୍ଡଳର ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନିମତ୍ରଣ କରିଛନ୍ତି। ବାଲେଶ୍ବର ଠାରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେବାବେଳେ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏହିପରି ବିଜେପି ନେତାଙ୍କୁ କଟାକ୍ଷ କରିଛନ୍ତି।