Published : ଓଡ଼ିଶା ସନ୍ ଟାଇମ୍ସ
/07-Mar-2019
ରାଜ୍ୟ ସରକାର ଭବାନୀପଟଣା ସ୍ବୟଂଶାସିତ ମହାବିଦ୍ୟାଳୟକୁ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ୍ ଅନୁଯାୟୀ ସମ୍ବଲପୁର ବିଶ୍ବବିଦ୍ୟାଳୟଠାରୁ ପୃଥକ କରି ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ନୂତନ ବିଶ୍ବବିଦ୍ୟାଳୟର ନାମ “କଳାହାଣ୍ଡି ବିଶ୍ବବିଦ୍ୟାଳୟ” ରଖାଯାଇଛି। ସ୍ନାତକୋତ୍ତର ପାଠ୍ୟକ୍ରମ ଆସନ୍ତା ଶିକ୍ଷା ବର୍ଷ (୨୦୧୯-୨୦) ଠାରୁ ପ୍ରଦାନ କରାଯବ।