Published : ଓଡ଼ିଶା ସନ୍ ଟାଇମ୍ସ
/02-Mar-2019
ସୂର୍ଯ୍ୟଙ୍କ ତାପ ଏବଂ ପରିଣତ ବୟସ, ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରି ପାରିନାହିଁ। ବିଗତ ୩୭ ଦିନ ମଧ୍ୟରେ ସେ ୨୪ ଟି ଜିଲ୍ଲା ଗସ୍ତକରି ବିଭିନ୍ନ ସାଧାରଣ ସଭାରେ ଉଦବୋଧନ ଦେଇ ଲୋକ ସମ୍ପର୍କ ପ୍ରତି ତାଙ୍କ ଆଗ୍ରହର ପରିଚୟ ଦେଇଛନ୍ତି।