Published : ଓଡ଼ିଶା ସନ୍ ଟାଇମ୍ସ
/16-Jan-2019
କାଳିଆ ଯୋଜନାରେ ସାମିଲ ହେବା ପାଇଁ ପ୍ରଥମ ପର୍ଯ୍ୟାୟର ଶେଷ ତାରିଖ ୧୫ ଜାନୁୟାରୀ ସୁଦ୍ଧା ମୋଟ ୬୦ ଲକ୍ଷ ଆବେଦନ ମିଳିଛି ବୋଲି କହିଛନ୍ତିରାଜ୍ୟ ସମବାୟ ବିଭାଗ ସଚିବ କେ କୁମାର। ବ୍ଲକ ସ୍ତରରେ ଏହାର ଯାଞ୍ଚ ଚାଲିଛି। ଉପଭୋକ୍ତା ମାନଙ୍କ ତାଲିକା ଜାନୁୟାରୀ ୨୨ ତାରିଖରେ ପ୍ରକାଶ ପାଇବ ବୋଲି ଦାୟିତ୍ବରେ ଥିବା ଅଧିକାରୀ ମାନେ କହିଛନ୍ତି।