Published : ଓଡ଼ିଶା ସନ୍ ଟାଇମ୍ସ
/27-Dec-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଭୁବନେଶ୍ବର ଏବେ ପୂର୍ବଭାରତର ଏକ ନଲେଜହବ୍ ରେ ପରିଣତ ହୋଇଛି। ଜାତୀୟ ଅଭିବୃଦ୍ଧି ପାଇଁ ବିଜ୍ଞାନକୁ ବିକଶିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।