Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/24-Oct-2018
ଦେଶର ୨୦ଟି ବଡ ବଡ ସଂସ୍ଥା ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ୩୯୦୦୦ କୋଟି ଟଙ୍କା ବିନିଯୋଗ କରିବା ପାଇଁ ‘ଇସ୍ପାତ କ୍ଷେତ୍ରରେ ପୁଞ୍ଜି ସାମଗ୍ରୀ ଭାରତରେ ବିନିର୍ମାଣ ସମ୍ମିଳନୀ’ରେ ୩୮ଟି ବୁଝାମଣା ପତ୍ର ଭୁବନେଶ୍ବରରେ ସ୍ବାକ୍ଷର କରିଛନ୍ତି। ଏହା ଫଳରେ ଘରୋଇ ଇସ୍ପାତ ବ୍ୟବସାୟ ଓ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ପାଇବ।