Published : ଓରିଶାପୋଷ୍ଟ
/02-Oct-2018
ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରରେ ବିଜେପି ନେତୃତାଧିନ ଏନ ଡି ଏ ସରକାରଙ୍କୁ ଫମ୍ପା ମାଠିଆ ବୋଲି କହି ସମାଲୋଚନା କରିଛନ୍ତି। ସେ କହିଛନ୍ତି ଫମ୍ପା ମାଠିଆର ଶବ୍ଦ ବେଶି ଭଳି କେନ୍ଦ୍ର ସରକାରଙ୍କ କାର୍ଯ୍ୟ। ଦଳର ଏକ ମାସ ଧରି ଚାଲିବାକୁ ଥିବା ଦଳର ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଝରଣାବସ୍ତିରେ କଲାବେଳେ ମୁଖ୍ୟମନ୍ତ୍ରୀ ଏହି କଥା କହିଛନ୍ତି।