Published : ଓଡିଶା ସନ୍ ଟାଇମ୍ସ
/25-Feb-2018
କଟକସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୈତୃକ ଘର ଆନନ୍ଦ ଭବନରେ ପ୍ରତିଷ୍ଠା କରାଯାଇଥିବା ବିଜୁ ସଂଗ୍ରାହଳୟ ଏବଂ ଶିକ୍ଷା କେନ୍ଦ୍ରକୁ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀଠାରେ ଭାରତର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ନିମନ୍ତ୍ରଣ କରିବା ପରେ ସୂଚନା ଦେଇଥିଲେ।