ଯୋଗ ଦିଅନ୍ତୁ ଓଡ଼ିଶା ବିକାଶର ଜନ ଆନ୍ଦୋଳନରେ, ଆସନ୍ତୁ ଗଢିବା 'ନୂଆ ଓଡ଼ିଶା'
ବିଜୁ ଜନତା ଦଳ
ସୁଶାସନର ଲମ୍ବା ଇତିହାସ ଓ ରାଜ୍ୟ ବିକାଶ ପ୍ରତି ଦୃଢ଼ ସଂକଳ୍ପ ସହ ଅତୁଟ ନେତୃତ୍ୱ ବଜାୟ ରଖି, ପ୍ରତିଟି ଓଡ଼ିଆଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ବଦ୍ଧପରିକର ହୋଇ ଆଗକୁ ବଢ଼ୁଛୁ
ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଜାଣନ୍ତୁ
ବିଜୁ ଜନତା ଦଳର ସୁଶାସନ ସମସ୍ତଙ୍କ ଉନ୍ନତି, ସମୃଦ୍ଧି ଓ କଲ୍ୟାଣ କରୁଛି ସୁନିଶ୍ଚିତ
ଗୋଟିଏ ଜାଗାରେ ପାଆନ୍ତୁ ଦଳର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ସୂଚନା। ଦେଖନ୍ତୁ କାର୍ଯ୍ୟକ୍ରମଗୁଡ଼ିକର ସିଧାପ୍ରସାରଣ।