Published : ଓଡ଼ିଶା ସନ୍ ଟାଇମ୍ସ
25-Mar-2019
ବିଜେପିକୁ ବଡ ଧକ୍କା । ଦଳର ରାଜ୍ୟ ଉପସଭାପତି ରାଜକିଶୋର ଦାସ ତାଙ୍କର ଶତାଧିକ ସମର୍ଥକଙ୍କ ସହ ଦଳରେ ଯୋଗ ଦେଇଛନ୍ତି। ଦଳର ମୁଖ୍ୟାଳୟରେ ଅନୁଷ୍ଠିତ ଯୋଗଦାନ ଉତ୍ସବରେ ସଭାପତି ଶ୍ରୀ ନବୀନ ପଟନାୟକ ଉପସ୍ଥିତ ରହି ନବାଗତଙ୍କୁ ସ୍ବାଗତ କରିଥିଲେ।